ଚତୁରିକା Chaturikā

  • ସଂ. ବି. (ଚତୁର+ ଇକ+ଆ) — ଅତିଥିମାନଙ୍କ ସମ୍ବର୍ଦ୍ଧନାର୍ଥ ବ୍ଯବହୃତ ଚାରିକୋଣିଆଁ ଅଗଣା — A quadrangular courtyard used for receiving guests (M.W.)
  • ସଂ. ବିଣ. ସ୍ତ୍ରୀ (ଚତୁରକ+ ଆ) — ଚତୁରକର ସ୍ତ୍ରୀଲିଙ୍ଗ — Feminine of Chaturaka