ଚତୁରାକ୍ଷ Chaturāksha

  • ଗ୍ରା. ବିଣ. ଓ ପ୍ରାଚୀନ ପଦ୍ଯ (ସଂ. ଚତୁରକ୍ଷ) — ସାମନାସାମନି ଭେଟହେବା ( 2 ଜଣ ବ୍ଯକ୍ତି) — ସାମନାସାମନି ଭେଟହେବା (2ଜଣ ବ୍ଯକ୍ତି)— (two persons) Meeting each other face to face; confronted with each other
  • ଗ୍ରା. ବିଣ. ଓ ପ୍ରାଚୀନ ପଦ୍ଯ (ସଂ. ଚତୁରକ୍ଷ) — ଦୁଇ ଜଣଙ୍କର ଭେଟ ହେବାର (ସମୟ) — (time) Of interview or meeting of persons
  • ଗ୍ରା. ବିଣ. ଓ ପ୍ରାଚୀନ ପଦ୍ଯ (ସଂ. ଚତୁରକ୍ଷ) — ପଚାରନ୍ତି କେ ଉପାୟୀ ଘେନିଥାନ୍ତି ତାହା ଚତୁରାକ୍ଷ ବେଳ ପାଇଁ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ବି — ଦୁଇ ଜଣ ମନୁଷ୍ୟଙ୍କର ଭେଟାଭେଟି — Interview between two persons; two persons being confronted with each other
  • ବି — ବେନି ଚତୁରାକ୍ଷ ରାକ୍ଷସ ପ୍ରାୟେ ବିପକ୍ଷ ପକ୍ଷ ଯୁଗ କୋଟି ଏଥୁ ରକ୍ଷ ରକ୍ଷ। ଭଞ୍ଜ, ପ୍ରେମସୁଧାନିଧି।