ଚତୁରଶ୍ୱ Chaturaṡwa

  • ସଂ. ବି.—(ସମାହାର ଦ୍ୱିଗୁ; ଚତୁଃ+ଅଶ୍ୱ) — ଅଶ୍ୱ ଚତୁଷ୍ଟୟ; ଚାରି ଗୋଟି ଘୋଡ଼ା — Four horses
  • ବିଣ. (ବହୁବ୍ରୀହି) ଅଶ୍ୱ ଚତୁଷ୍ଟୟଯୁକ୍ତ; ଚାରି ଘୋଡ଼ା ଲାଗିଥିବା (ରଥ) — (chariot) Having or drawn by 4 horses