ଚତୁରନ୍ତ Chaturanta

  • ସଂ. ବି.—(ଦ୍ୱିଗୁ; ଚତୁଃ+ ଅନ୍ତ) — ଚାରି ସୀମା — The four boundaries
  • ବିଣ. (ବହୁବ୍ରୀହି) — ଚାରି ପଦାର୍ଥଦ୍ୱାରା ପରିବୃତ — 1. Consisting of 4 things
  • ବିଣ. (ବହୁବ୍ରୀହି) — ଚାରି ସୀମାଦ୍ୱାରା ପରିବେଷ୍ଟିତ — Surrounded or bordered on all four sides. (M.W.)