ଚତୁରଂଶ Chaturaṁṡa
- ସଂ. ବି. (ଦ୍ୱିଗୁ; ଚତୁଃ+ଅଂଶ) — ଚାରି ଭାଗ — Four parts
- ସଂ. ବିଣ. (ବହୁବ୍ରୀହି) — ଚାରି— ଭାଗରେ ବିଭକ୍ତ — Divided into 4 parts
- ସଂ. ବିଣ. (ବହୁବ୍ରୀହି) — ଚାରିପେଜୀ; ଏକଫର୍ଦ୍ଦ କାଗଜ ଚାରିପୃଷ୍ଠାରେ ଭଙ୍ଗା ହୋଇଥିବା (କାଗଜ) — Quarto (paper)
- ସଂ. ବିଣ. (ବହୁବ୍ରୀହି) — ଚଉଆଂଶିଆ; ଚାରିକୋଣିଆଁ — Square; quadrangular
- ସଂ. ବିଣ. (ବହୁବ୍ରୀହି) — ଚାରିଟି ସମତଳବିଶିଷ୍ଟ — Having four equal surfaces