ଚତୁର ବଦନ Chatura badana

  • ଗ୍ରା. (ପଦ୍ଯ) ବି.—(ସଂ. ଚତୁର୍ବଦନ) ଚତୁର୍ମୁଖ (ଦେଖ) — Chaturmukha (See)
  • ଗ୍ରା. (ପଦ୍ଯ) ବି.—(ସଂ. ଚତୁର୍ବଦନ) ସୁଗନ୍ଧ ତୀର୍ଥ ଜଳେ କରଇ ଯେ ସ୍ନାନ, ପୂଜା ତାକୁ କରନ୍ତି ଚତୁରବଦନ। କୃଷ୍ଣସିଂହ, ମହାଭାରତ, ବନ।