ଚତୁଃସହସ୍ର Chatuḥsahasra

  • ସଂ. ବି. (ଚତୁଃ+ସହସ୍ର) — (ଦ୍ୱିଗୁ) ଚାରି ହଜାର — Four thousand; 4000
  • ସଂ. ବି. (ଚତୁଃ+ସହସ୍ର) — (ମ. ପ. ଲୋ; ଚତୁରଧିକ ସହସ୍ର)— ଏକ ହଜାର ଚାରି ସଂଖ୍ୟା — One thousand and four; 1004 (M.W.)