ଚତୁଃଷ୍ଟୋମ Chatuḥshṭoma

  • ସଂ. ବି. (ଚତୁଃ+ସ୍ତୋମ) — 4 ଟି ଅଂଶ ଥିବା ବୈଦିକ ସ୍ତବବିଶେଷ — 4ଟି ଅଂଶ ଥିବା ବୈଦିକ ସ୍ତବବିଶେଷ— A vedic hymn consisting of 4 parts
  • ସଂ. ବି. (ଚତୁଃ+ସ୍ତୋମ) — [ଦ୍ର—ଏଥିରେ 2 ୟ, 3 ୟ ଓ 4 ର୍ଥ ଅଂଶରେ ପୂର୍ବାଂଶ ଅପେକ୍ଷା 4 ଟି ଲେଖାଏଁ ଅଧିକା ଶ୍ଳୋକ ଥାଏ — [ଦ୍ର—ଏଥିରେ2ୟ,3ୟ ଓ4ର୍ଥ ଅଂଶରେ ପୂର୍ବାଂଶ ଅପେକ୍ଷା4ଟି ଲେଖାଏଁ ଅଧିକା ଶ୍ଳୋକ ଥାଏM.W.]