ଚତୁଃଶାଖ Chatuḥṡākha
- ସଂ. ବିଣ. (ବହୁବ୍ରୀହି) — ଚାରିଶାଖାବିଶିଷ୍ଟ — Having four branches; pointing to the 4 sides of the compass
- ସଂ. ବିଣ. (ବହୁବ୍ରୀହି) — ଚାରିଗୋଟି ଶାଖା ବା ଅଙ୍ଗବିଶିଷ୍ଟ (ଯଥା—ବେଦ) — Having four component parts
- ସଂ. ବି — (ଏହାର ଦୁଇ ହାତ ଓ ଦୁଇ ଗୋଡ଼ ଏହି 4 ଶାଖା ଥିବାରୁ) ଦେହ; ଶରୀର — (ଏହାର ଦୁଇ ହାତ ଓ ଦୁଇ ଗୋଡ଼ ଏହି4ଶାଖା ଥିବାରୁ) ଦେହ; ଶରୀର—Body (M.W.)
- ଦେ. ବି — ବେଦ — The Bedas (4 in number)