ଚତୁଃଶଙ୍କର Chatuḥsaṅkara
- ସଂ. ବି. (ଚତୁଃ+ଶଙ୍କର) — (ହିନ୍ଦୁ ସ୍ମୃତି) ଯେଉଁ ମକଦ୍ଦମାରେ 4 ଟି ନାଲିସର କାରଣ ଏକତ୍ର ମିଶିଅଛି (ଯାଜ୍ଞବଲ୍କ୍ୟ) — (ହିନ୍ଦୁ ସ୍ମୃତି) ଯେଉଁ ମକଦ୍ଦମାରେ4ଟି ନାଲିସର କାରଣ ଏକତ୍ର ମିଶିଅଛି (ଯାଜ୍ଞବଲ୍କ୍ୟ)— (Hindu Law) A lawsuit in which there is multiplicity of (four) causes of action. (M.W.)