ଚତୁଃପାର୍ଶ୍ୱ Chatuḥpārṡwa

  • ସଂ. ବି — ଚାରିଦିଗ — Four corners or points of the compass
  • ସଂ. ବି — ସବୁଆଡ଼ — All sides
  • ସଂ. ବି — ଚାରିପାଖ — Four sides e.g. north, south, east and west
  • ସଂ. ବି — ବର୍ଗକ୍ଷେତ୍ରର 4 ଟି ବାହୁ — ବର୍ଗକ୍ଷେତ୍ରରଟି ବାହୁ— . The four sides of a square (Wilson)
  • ସଂ. ବି — [ଦ୍ର—ଚତୁର୍ପାଶ୍ୱ ଶବ୍ଦ ଅବ୍ୟାକରଣିକ ଅଟେ।]