ଚତାରାଇବା Chatarāibā

  • ଦେ. କ୍ରି. (ସଂ. ଚତ୍ୱର; ସଂ. ଛତ୍ର) — (ଅକର୍ମକ) ଅଧିକତର ବିସ୍ତୃତ କରିବା — To make more extensive; to widen
  • ଦେ. କ୍ରି. (ସଂ. ଚତ୍ୱର; ସଂ. ଛତ୍ର) — (ଅକର୍ମକ) ବହୁ ଶାଖା ମେଲିବା; ଛତା ପରି ବିସ୍ତୃତ ହେବା — To bifurcate or shoot out or spread into numerous branches like an umbrella
  • ଦେ. କ୍ରି. (ସଂ. ଚତ୍ୱର; ସଂ. ଛତ୍ର) — (ସକର୍ମକ) ଖେଳାଇ ଦେବା — To thin out; to scatter; to spread