ଚଣ୍ଡୀଦାସ Chaṇḍīdāsa
- ସଂ. ବି — ଚଣ୍ଡୀଙ୍କର ସେବକ — A wrshipper devoted to Goddess Chaṇḍī
- ଦେ. ବି — ପଞ୍ଚଦଶ ଶତାବ୍ଦୀର ବଙ୍ଗୀୟ କବିବିଶେଷ — A Bengalee classical poet of the 15th century
- ଦେ. ବି — [ଦ୍ର—ଏ ଜାତିରେ ବ୍ରାହ୍ମଣ ଥିଲେ। ବୀରଭୂମି ଜିଲ୍ଲାରେ ଖ୍ରୀ. 1417 ରେ ଜନ୍ମ ଗ୍ରହଣ କରି ଖ୍ରୀ. 1476 ରେ ମୃତ ହୋଇଥିଲେ। ଏ ଗୀତାଚିନ୍ତାମଣି ନାମକ ବଙ୍ଗଳା ଗ୍ରନ୍ଥର ରଚୟିତା। ଏ ବଙ୍ଗୀୟ କବି ବିଦ୍ୟାପତିଙ୍କ ସମସାମୟିକ ଓ ଚୈତନ୍ୟଙ୍କ ପୂର୍ବବର୍ତ୍ତୀ। ଚଣ୍ଡୀ— ଦାସଙ୍କ ସମୟ ବଙ୍ଗଳା ସାହିତ୍ୟ ରଚନାର ଆଦିକାଳ। ଏହାଙ୍କ ରଚନା ସରଳ ଓ ମଧୁର ଥିଲା। ଏହାଙ୍କ ଗୀତମାନ ପ୍ରତ୍ୟେକ ବଙ୍ଗୀୟ ସାହିତ୍ୟଭକ୍ତଙ୍କର ଆଦରର ସାମଗ୍ରୀ।] — [ଦ୍ର—ଏ ଜାତିରେ ବ୍ରାହ୍ମଣ ଥିଲେ ବୀରଭୂମି ଜିଲ୍ଲାରେ ଖ୍ରୀ.1417ରେ ଜନ୍ମ ଗ୍ରହଣ କରି ଖ୍ରୀ.1476ରେ ମୃତ ହୋଇଥିଲେ ଏ ଗୀତାଚିନ୍ତାମଣି ନାମକ ବଙ୍ଗଳା ଗ୍ରନ୍ଥର ରଚୟିତା ଏ ବଙ୍ଗୀୟ କବି ବିଦ୍ୟାପତିଙ୍କ ସମସାମୟିକ ଓ ଚୈତନ୍ୟଙ୍କ ପୂର୍ବବର୍ତ୍ତୀ ଚଣ୍ଡୀ— ଦାସଙ୍କ ସମୟ ବଙ୍ଗଳା ସାହିତ୍ୟ ରଚନାର ଆଦିକାଳ ଏହାଙ୍କ ରଚନା ସରଳ ଓ ମଧୁର ଥିଲା ଏହାଙ୍କ ଗୀତମାନ ପ୍ରତ୍ୟେକ ବଙ୍ଗୀୟ ସାହିତ୍ୟଭକ୍ତଙ୍କର ଆଦରର ସାମଗ୍ରୀ]