ଚଣ୍ଡୀ ଗୁଣା Chaṇḍī guṇā

  • ଦେ. ବି — ଅନୁଚ୍ଚ ସ୍ୱରରେ ଚଣ୍ଡୀପାଠ — Recital of 'Chaṇḍī Purāṇa' in a low voice
  • ଦେ. ବି — (ଲକ୍ଷଣାର୍ଥ) ଚଣ୍ଡୀଗୁଣିବା ଭଳି କୋପରେ ଅନୁଚ୍ଚ ଗୁଣୁ ଗୁଣୁ ଶବ୍ଦ କରିବା — Grumbling due to rage
  • ଦେ. ବିଣ — ଚଣ୍ଡୀପାଠକାରୀ — Reciting the Chaṇḍī Purāṇa