ଚଣ୍ଡାଳିକା Chaṇḍāḻikā
- ସଂ. ବି. ସ୍ତ୍ରୀ (ଚଣ୍ଡାଳ+କ+ଆ) — ଦୁର୍ଗା; ଚଣ୍ଡିବା — Durga
- ସଂ. ବି. ସ୍ତ୍ରୀ (ଚଣ୍ଡାଳ+କ+ଆ) — ଚଣ୍ଡାଳବଲ୍ଲକୀ (ଦେଖ) — Chaṇḍāḻaballakī (See)
- ସଂ. ବି. ସ୍ତ୍ରୀ (ଚଣ୍ଡାଳ+କ+ଆ) — ଔଷାଧାର୍ଥ ବ୍ଯବହୃତ ବୃକ୍ଷବିଶେଷ (ହି. ଶବ୍ଦସାଗର) — Name of a medicinal tree
- ସଂ. ବି. ସ୍ତ୍ରୀ (ଚଣ୍ଡାଳ+କ+ଆ) — ଶିମ୍ବାଦି ବର୍ଗର ବର୍ଷାୟୁଃ ବନ୍ୟ ଶାକ ବା କ୍ଷୁପବିଶେଷ — The Telegraph plant; Desmodium gajrans
- ସଂ. ବି. ସ୍ତ୍ରୀ (ଚଣ୍ଡାଳ+କ+ଆ) — [ଦ୍ର—ଏ ଗଛ 1 ୳। 2 ହାତ ବଢ଼େ; ଶିମ୍ବପରି ପତ୍ର ତ୍ରିପର୍ଣ୍ଣ; ପାଖର ଦୁଇ ପର୍ଣ୍ଣ ଗରମ ସମୟରେ ଉପରକୁ ଉଠେ ଓ ଥଣ୍ଡାବେଳେ ତଳକୁ ପଡ଼େ. ଯୋଗେଶ୍ଚନ୍ଦ୍ର।] — [ଦ୍ର—ଏ ଗଛ1୳2ହାତ ବଢ଼େ; ଶିମ୍ବପରି ପତ୍ର ତ୍ରିପର୍ଣ୍ଣ; ପାଖର ଦୁଇ ପର୍ଣ୍ଣ ଗରମ ସମୟରେ ଉପରକୁ ଉଠେ ଓ ଥଣ୍ଡାବେଳେ ତଳକୁ ପଡ଼େ. ଯୋଗେଶ୍ଚନ୍ଦ୍ର]