ଚଣ୍ଡାଳବଲ୍ଲକୀ Chaṇḍāḻabalakī

  • ସଂ. ବି (ମଧ୍ୟପଦଲୋପୀ; ଚଣ୍ଡାଳ+ବଲ୍ଲକୀ — ଚଣ୍ଡାଳ— ମାନଙ୍କ ବଜାଇବା ଏକପ୍ରକାର ତାରଯୁକ୍ତ ବାଦ୍ୟ ଯନ୍ତ୍ର)—କଣ୍ଡୋଳ ବୀଣା; କେନ୍ଦରା — A guitar or lute used by low caste. people; the beggars' lute