ଚଣ୍ଡାଂଶୁ Chaṇḍāṁṡu
- ସଂ. ବି (କର୍ମଧା; ଚଣ୍ଡ+ଅଂଶୁ) — ତୀକ୍ଷ୍ଣ କିରଣ — Sharp rays
- ସଂ. ବି (କର୍ମଧା; ଚଣ୍ଡ+ଅଂଶୁ) — ସୂର୍ଯ୍ୟକିରଣ — Sun's rays
- ସଂ. ବି (କର୍ମଧା; ଚଣ୍ଡ+ଅଂଶୁ) — (ବହୁବ୍ରୀହି) ସୂର୍ଯ୍ୟ — The sun
- ସଂ. ବି (କର୍ମଧା; ଚଣ୍ଡ+ଅଂଶୁ) — ଚଣ୍ଡାଂଶୁକିରଣେ ଖର ଅତିଶୟ—ରାଧାନାଥ, ଚିଲିକା।