ଚଣ୍ଡମୟୂଖ Chaṇḍamayūkha

  • ସଂ. ବି (ବହୁବ୍ରୀହି; ଚଣ୍ଡ+ମୟୂଖ; ଯାହାର କିରଣ ପ୍ରଖର) — ସୂର୍ଯ୍ୟ — The sun (having fierce rays)
  • ସଂ. ବି (ବହୁବ୍ରୀହି; ଚଣ୍ଡ+ମୟୂଖ; ଯାହାର କିରଣ ପ୍ରଖର) — ଚଣ୍ଡମୟୂଖ ମଣ୍ଡଳ ସମାନ, ଚାହୁଁ ଚାହୁଁ ଯହୁଁ କଲା ବଦନ। କବିସୂର୍ଯ୍ୟ, କବିତାକଲ୍ଲୋଳିନୀ।