ଚଣ୍ଡମୁଣ୍ଡ Chaṇḍamuṇḍa
- ସଂ. ବି. (ଦ୍ୱନ୍ଦ୍ୱ; ଚଣ୍ଡ+ମୁଣ୍ଡ) — ଦୁର୍ଗାଙ୍କ ଦ୍ୱାରା ନିହତ ରାକ୍ଷସ ଭ୍ରାତୃ ଦ୍ୱୟ — Two fierce and wicked demon brothers killed by Durgā
- ସଂ. ବି. (ଦ୍ୱନ୍ଦ୍ୱ; ଚଣ୍ଡ+ମୁଣ୍ଡ) — [ଦ୍ର—ଏହାଙ୍କ ବଧ ବିଷୟ ଚଣ୍ଡୀପୁରାଣରେ ବର୍ଣ୍ଣିତ ହୋଇଅଛି। ଏ ଦୁହେଁ ଶୁମ୍ଭ ନିଶୁମ୍ଭ ଦୈତ୍ୟଙ୍କର ସେନାପତି ଥିଲେ]
- ଦେ. ବି — ଅତି ଦୁଷ୍ଟ ବ୍ଯକ୍ତି — A very wicked person