ଚଣ୍ଡମୁଣ୍ଡା Chaṇḍamuṇḍā

  • ସଂ. ବି. ସ୍ତ୍ରୀ (ଚଣ୍ଡ+ମୁଣ୍ଡ+ଆ; ଯେ ଚଣ୍ଡମୁଣ୍ଡ ରାକ୍ଷସ ଦ୍ୱୟକୁ ବଧ କରିଥିଲେ) — ଚଣ୍ଡୀ; ଚାମୁଣ୍ଡା (ହି. ଶବ୍ଦସାଗର) — An incarnation of Durgā