ଚଣ୍ଡବିକ୍ରମ Chaṇḍabikrama

  • ସଂ. ବି (କର୍ମଧାରୟ; ଚଣ୍ଡ+ବିକ୍ରମ) — ପ୍ରଚଣ୍ଡ ପରାକ୍ରମ — Great prowess
  • ବିଣ. ପୁ. (ବହୁବ୍ରୀହି) ପ୍ରବଳପ୍ରତାପଶାଳୀ — Fierce in prowess