ଚଣ୍ଡକୌଶିକ Chaṇḍaka̲u̲ṡika
- ସଂ. ବି — ମୁନି ବିଶେଷ — Name of a sage
- ସଂ. ବି — ବିଶ୍ୱାମିତ୍ର ଓ ହରିଶ୍ଚନ୍ଦ୍ରଙ୍କ ଆଖ୍ଯାୟିକାଯୁକ୍ତ ନାଟକ— ବିଶେଷ — Name of a Sanscrit drama
- ସଂ. ବି — ଜୈନପୁରାଣରେ ବର୍ଣ୍ଣିତ ବିଷଧର ସର୍ପବିଶେଷ — Name of a venomous serpent mentioned in the Jaina scriptures
- ସଂ. ବି — [ଦ୍ର—ଏ ଜୈନଧର୍ମ ପ୍ରବର୍ତ୍ତକ ମହାବୀରସ୍ୱାମୀଙ୍କୁ ଦର୍ଶନ କରି ହିଂସାବୃତ୍ତି ତ୍ୟାଗକରି ଜୀବମାନଙ୍କୁ ଆଉ ଦଂଶନ କଲା ନାହିଁ ଓ ସବୁବେଳେ ନିଜ ଗାତରେ ପଡ଼ି ରହିଥାଏ। ତାକୁ ଏପରି ନିଶ୍ଚଳ ଦେଖି ତା ଦେହଯାକ ପିମ୍ପୁଡ଼ି ବେଢ଼ିଲେ, ତଥାପି ସେ କଡ଼ ଲୋଉଟାଇଲା ନାହିଁ—ହି. ଶବ୍ଦସାଗର।]