ଚଟ୍ (ଧାତୁ) Chaṭ (root)

  • ସଂ. — ଭେଦ କରିବା — To pierce
  • ସଂ. — ଭାଙ୍ଗିବା — To break
  • ସଂ. — ବଧ କରିବା — To kill
  • ସଂ. — ହିଂସା କରିବା — To injure
  • ସଂ. — ମର୍ଦ୍ଦନ କରିବା — To rub
  • ସଂ. — ପୃଥକ୍ କରିବା — To separate
  • ସଂ. — ଘୋଡ଼ାଇବା — To cover
  • ସଂ. — ଫଟାଇବା — To split