ଚଟୁତ୍ରାସ Chaṭutrass
- ଦେ. ବି. — ଲୁହାର ଚଟୁକୁ ରଡ଼ନିଆଁରେ ଚଢ଼ାଇ କୁମୁଟି ରୋଗରେ ଫୁଲିଥିବା ଗାଲ ପାଖରେ ଦେଖାଇ ଫୁଲା— ଯାଗାକୁ ସେକିବା — Fomentation of the smotten cheek by holding a red hot ladle near it
- ଦେ. ବି — ଭୟ ବା ଲଜ୍ଜାରେ ବିବର୍ଣ୍ଣ — Pale through fear
- ଦେ. ବି — (ଯଥା—ଏକଥା ଶୁଣି ତା ମୁହଁ ଚଟୁତ୍ରାସ ପଡ଼ିଗଲା— ଅପର୍ଣ୍ଣା, ଦଶକୁମାରଚରିତ୍ର)