ଚଟୁଚଲାଇବା Chaṭuchalāibā
- ଦେ. କ୍ରି. — ଚଟୁଦ୍ୱାରା ପାକହାଣ୍ଡିରେ ଥିବା ବସ୍ତୁକୁ ଘାଣ୍ଟିବା — To stir up the contents of a pot with a ladle
- ଦେ. କ୍ରି. — (ଲକ୍ଷଣାର୍ଥ) ବହୁବ୍ଯକ୍ତିଙ୍କ ମଧ୍ୟରେ ଆପଣା ଜାଣିବା ପଣର ବା ବାହାଦୁରି ଦେଖାଇ ହେବା ବା ପ୍ରୋଢ଼ି କରିବା — (fig.) To boast of one's knowledge
- ଦେ. କ୍ରି. — (ଲକ୍ଷଣାର୍ଥ) କିଛି ନ ବୁଝି ନ ସୁଝି ଗୋଟିଏ ଅଖାଡ଼ୁଆ ଆଦେଶ ଜାରି କରିବା — (fig.) To pass an order without mature consideration