ଚଟକା Chaṭakā

  • ସଂ. ବି. ସ୍ତ୍ରୀ.—(ଚଟକ+ଆ) — ମାଈ ଘରଚଟିଆ ଚଢ଼େଇ — A hen-sparrow
  • ସଂ. ବି. ସ୍ତ୍ରୀ.—(ଚଟକ+ଆ) — ପିପ୍ପଳୀ ମୂଳ — Root of long pepper
  • ଦେ. ବିଣ. (ସଂ. ଚିପିଟ=ଚୁଡ଼ା; ଚୁଡ଼ାପରି ପତଳା) — ଚେପଟା — Flat
  • ଦେ. ବିଣ. (ସଂ. ଚିପିଟ=ଚୁଡ଼ା; ଚୁଡ଼ାପରି ପତଳା) — ସମତଳ — Even
  • ଦେ. ବି. (ନାମ) — ନୀଳଗିରିର ଦୁଇ କ୍ରୋଶ ଦୂରରେ ଅବସ୍ଥିତ ଗୋଟିଏ ନିର୍ଝର — Name of a mountain- spring in the Nilgiri state of Orissa