ଚଞ୍ଚରୀକ Chan̄charīka

  • ସଂ. ବି. ପୁଂ. (ଚର ଧାତୁ=ବିଚରଣ କରିବା; ପୁନଃ ପୁନଃ ଅର୍ଥରେ ଯଙଲୁଗନ୍ତ ଚଞ୍ଚର ଧାତୁ+କର୍ତ୍ତୃ. ଈକ; ଯେ ପୁଷ୍ପମାନଙ୍କ ନିକଟରେ ବାରମ୍ବାର ବିଚରଣ କରେ) — ଭଅଁର; ଭ୍ରମର — The black wasp
  • ସଂ. ବି. ପୁଂ. (ଚର ଧାତୁ=ବିଚରଣ କରିବା; ପୁନଃ ପୁନଃ ଅର୍ଥରେ ଯଙଲୁଗନ୍ତ ଚଞ୍ଚର ଧାତୁ+କର୍ତ୍ତୃ. ଈକ; ଯେ ପୁଷ୍ପମାନଙ୍କ ନିକଟରେ ବାରମ୍ବାର ବିଚରଣ କରେ) — ଡୋଳା ଚଞ୍ଚରୀକେ ଚଞ୍ଚଳ ଚାତୁରୀ, ଆଣିଲା ବିଶେଷ କରି। ଭଞ୍ଜ, ଲାବଣ୍ୟବତୀ।
  • ସଂ. ବି. ପୁଂ. (ଚର ଧାତୁ=ବିଚରଣ କରିବା; ପୁନଃ ପୁନଃ ଅର୍ଥରେ ଯଙଲୁଗନ୍ତ ଚଞ୍ଚର ଧାତୁ+କର୍ତ୍ତୃ. ଈକ; ଯେ ପୁଷ୍ପମାନଙ୍କ ନିକଟରେ ବାରମ୍ବାର ବିଚରଣ କରେ) — ଗୁଣୁ ଗୁଣୁ ସ୍ୱର କରି ମକରନ୍ଦ ପାନ କରିବା ପାଇଁ ଫୁଲ ଉପରେ ଉଡ଼ିବା ଏକ ପ୍ରକାର ପକ୍ଷୀ — Humming bird