ଚଞ୍ଚତ୍କ Chan̄chatka

  • ସଂ. ବିଣ. (ଚଞ୍ଚତ୍+କ) — କୁଦୁଥିବା — Leaping; jumping
  • ସଂ. ବିଣ. (ଚଞ୍ଚତ୍+କ) — ଥରୁଥିବା — Trembling; shaking
  • ସଂ. ବିଣ. (ଚଞ୍ଚତ୍+କ) — ଗତି କରୁଥିବା — Moving
  • ସଂ. ବିଣ. (ଚଞ୍ଚତ୍+କ) — ଅସ୍ଥିର — Restless