ଚଙ୍ଗ୍ରା Chaṅgrā

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଚଙ୍ଗେରିକ; ଚଙ୍ଗେର; ତୁଳ. ହି. ଚଙ୍ଗେରୀ) — ଚାଙ୍ଗଡ଼ା; ଚଉକୋଣିଆ ଡାଲା — A square tray