ଚଙ୍କ୍ରମଣ Chaṅkramaṇa
- ସଂ. ବି. (କ୍ରମ ଧାତୁ; ପୁନଃ ପୁନଃ ଅର୍ଥରେ ଯଙ୍ଲୁଗନ୍ତ= ଚଙ୍କ୍ରମ୍ ଧାତୁ+ଭାବ. ଅନ) — ଇତସ୍ତତଃ ଭ୍ରମଣ — Moving about
- ସଂ. ବି. (କ୍ରମ ଧାତୁ; ପୁନଃ ପୁନଃ ଅର୍ଥରେ ଯଙ୍ଲୁଗନ୍ତ= ଚଙ୍କ୍ରମ୍ ଧାତୁ+ଭାବ. ଅନ) — ଧୀରେ ଧୀରେ ପୁନଃ ପୁନଃ ଗମନ — Slowly moving up and down; coming and going
- ସଂ. ବି. (କ୍ରମ ଧାତୁ; ପୁନଃ ପୁନଃ ଅର୍ଥରେ ଯଙ୍ଲୁଗନ୍ତ= ଚଙ୍କ୍ରମ୍ ଧାତୁ+ଭାବ. ଅନ) — ପୁନଃ ପୁନଃ ଭ୍ରମଣ — Roving about
- ସଂ. ବି. (କ୍ରମ ଧାତୁ; ପୁନଃ ପୁନଃ ଅର୍ଥରେ ଯଙ୍ଲୁଗନ୍ତ= ଚଙ୍କ୍ରମ୍ ଧାତୁ+ଭାବ. ଅନ) — ବାରମ୍ବାର ଘୂରିବା — Repeated whirling
- ସଂ. ବି. (କ୍ରମ ଧାତୁ; ପୁନଃ ପୁନଃ ଅର୍ଥରେ ଯଙ୍ଲୁଗନ୍ତ= ଚଙ୍କ୍ରମ୍ ଧାତୁ+ଭାବ. ଅନ) — ଭ୍ରମଣ — Walking
- ସଂ. ବି. (କ୍ରମ ଧାତୁ; ପୁନଃ ପୁନଃ ଅର୍ଥରେ ଯଙ୍ଲୁଗନ୍ତ= ଚଙ୍କ୍ରମ୍ ଧାତୁ+ଭାବ. ଅନ) — ପରିଭ୍ରମଣ — Travelling
- ସଂ. ବି. (କ୍ରମ ଧାତୁ; ପୁନଃ ପୁନଃ ଅର୍ଥରେ ଯଙ୍ଲୁଗନ୍ତ= ଚଙ୍କ୍ରମ୍ ଧାତୁ+ଭାବ. ଅନ) — ଧୀରଗତୀ — Slow movement
- ସଂ. ବି. (କ୍ରମ ଧାତୁ; ପୁନଃ ପୁନଃ ଅର୍ଥରେ ଯଙ୍ଲୁଗନ୍ତ= ଚଙ୍କ୍ରମ୍ ଧାତୁ+ଭାବ. ଅନ) — ବକ୍ର ଗମନ — Going crookedly or tortuously
- ସଂ. ବି. (କ୍ରମ ଧାତୁ; ପୁନଃ ପୁନଃ ଅର୍ଥରେ ଯଙ୍ଲୁଗନ୍ତ= ଚଙ୍କ୍ରମ୍ ଧାତୁ+ଭାବ. ଅନ) — କୁଦା — Leap; jump; spring