ଚଙ୍କିବା Chaṅkibā

  • ଦେ. କ୍ରି. (ଚଂକ୍ରମଣ) — ସାମାନ୍ୟ ମାତ୍ର ହଲିବା ବା ସ୍ଥାନାନ୍ତର ହେବା — To budge; to move a little
  • ଦେ. କ୍ରି. (ଚଂକ୍ରମଣ) — ସମସ୍ତେ ମିଶି କୁମ୍ଭକର୍ଣ୍ଣଙ୍କୁ ହଲାଇଲେ, କୁମ୍ଭକର୍ଣ୍ଣ ଚଙ୍କିଲା ନାହିଁ। ନୀଳକଣ୍ଠ ଦାସ, ପିଲାଙ୍କ ରାମାୟଣ।