ଚଗଲ୍ବଗଲ୍ Chagalbagal
- ଦେ. ବିଣ.—(ଫା. ଅଗଲ୍ ବଗଲ୍ କିମ୍ବା ସଂ. ଚପଳ ସଙ୍ଗେ ଅନର୍ଥକ ଧ୍ୱନ୍ୟନୁକାରୀ 2 ୟ ସହଚର) — ଚଞ୍ଚଳ ମତି; ଚପଳ — Fickle
- ଦେ. ବିଣ.—(ଫା. ଅଗଲ୍ ବଗଲ୍ କିମ୍ବା ସଂ. ଚପଳ ସଙ୍ଗେ ଅନର୍ଥକ ଧ୍ୱନ୍ୟନୁକାରୀ 2 ୟ ସହଚର) — ଅସ୍ଥିର — Restless
- ଦେ. ବି. — ଅସ୍ଥିରତା — Restlessness
- ଦେ. ବି. — ଅନିଶ୍ଚିତତା — Uncertainty