ଚଖାଚଖି Chakhāchakhi
- ଦେ. ବି — ଅନେକ ବସ୍ତୁକୁ ଚାଖିବା କର୍ମ — Tasting of many things
- ଦେ. ବି — କୌଣସି ବସ୍ତୁର ସ୍ୱାଦ ପରସ୍ପରକୁ ଗ୍ରହଣ କରିବା — Causing each other to taste anything
- ଦେ. ବି — (ଲକ୍ଷଣାର୍ଥ) ପରସ୍ପରର ବଳ ବା ପରାକ୍ରମ ପରୀକ୍ଷା କରିବା; କସାକସି — Tasting of each other's strenght or might
- ଦେ. ବି — ବିବାଦ; ବୈର — Dispute
- ଦେ. ବିଣ — ପରସ୍ପର ବଳ କସାକସି ହେଉଥିବା (ବ୍ଯକ୍ତି ଦ୍ୱୟ) — (two persons) Engaged in tasting each other's strength