ଚକଡ଼ା ଦାନ Chakaṟḍ̠ā dāna

  • ଦେ. ବି. — ବିସ୍ତୃତ ଭୂଖଣ୍ଡ ବା ଚକଲା ଦାନ — Gift of a larg tract of land
  • ଦେ. ବି. — [ଦ୍ର—ଉତ୍କଳୀୟ ରାଜାମାନେ ବ୍ରହ୍ମଣମାନଙ୍କର ଭରଣପୋଷଣ ନିମନ୍ତେ ସେମାନଙ୍କୁ ଚକଡ଼ା ଦାନ କରୁଥିଲେ। ଜଗବନ୍ଧୁ, ପ୍ରାଚୀନ ଉତ୍କଳ।]