ଚକ୍ଷୂରାଗ Chakshūrāga
- ସଂ. ବି (ଚକ୍ଷୁଃ+ରାଗ; ସନ୍ଧିରେ 'ଉ' ଠାରେ 'ଊ') — ଚକ୍ଷୁର ରକ୍ତିମା — Redness of the eye
- ସଂ. ବି (ଚକ୍ଷୁଃ+ରାଗ; ସନ୍ଧିରେ 'ଉ' ଠାରେ 'ଊ') — ଚକ୍ଷୁକୁ କଜ୍ଜ୍ୱଳ ଆଦି ରଙ୍ଗଦେଇ ରଙ୍ଗାଇବା — Painting the eye-lids with collyrium etc
- ସଂ. ବି (ଚକ୍ଷୁଃ+ରାଗ; ସନ୍ଧିରେ 'ଉ' ଠାରେ 'ଊ') — ଚକ୍ଷୁଃପ୍ରୀତି (ଦେଖ) — Chakshuḥprīti (See) (M.W.)