ଚକ୍ଷୁଷ୍ୟ Chakshushya
- ସଂ. ବିଣ (ଚକ୍ଷୁସ୍+ହିତାର୍ଥ. ଯ) — ଚକ୍ଷୁର ହିତକର — Beneficial to the eye
- ସଂ. ବିଣ (ଚକ୍ଷୁସ୍+ହିତାର୍ଥ. ଯ) — ନୟନାଭିରାମ, ଯାହା ଦେଖିଲେ ମନ ଆନନ୍ଦିତ ହୁଏ; ପ୍ରିୟ ଦର୍ଶନ — Soothing to the eyes; pleasing to the eyes
- ସଂ. ବିଣ (ଚକ୍ଷୁସ୍+ହିତାର୍ଥ. ଯ) — ପ୍ରିୟଦର୍ଶନ; ସୁନ୍ଦର — Beautiful; good-looking
- ସଂ. ବିଣ (ଚକ୍ଷୁସ୍+ହିତାର୍ଥ. ଯ) — ଯାହା ଦୃଷ୍ଟିଶକ୍ତିର ହିତକର — Wholesome for the eye-sight
- ସଂ. ବି — ଆଖି ପାଇଁ କଜ୍ଜ୍ୱଳ — Collyrium
- ସଂ. ବି — କିଆଗଛ — Pandanus Odoratissinus; the screwpine (M.W.)
- ସଂ. ବି — ସଜନାଗଛ — Hyperanthera Moringa (tree) (M.W.)
- ସଂ. ବି — ପ୍ରପୌଣ୍ଡରୀକ ଗୁଳ୍ମ — A kind of small shurb (M.W.)