ଚକ୍ଷୁଲଜ୍ଜା Chakshulajjā

  • ଦେ. ବି. (ସଂ. ଚକ୍ଷୁର୍ଲଜ୍ଜା) — ଚକ୍ଷୁର୍ଲଜ୍ଜା (ଦେଖ) — Chakshurlajjā (See)
  • ଦେ. ବି. (ସଂ. ଚକ୍ଷୁର୍ଲଜ୍ଜା) — ଏ ପଦଗୌରବ ଏତେ ସାଜସଜ୍ଜା— ପ୍ରତି ତାର ତିଳେ ନାହିଁ ଚକ୍ଷୁଲଜ୍ଜା। ରାଧାନାଥ—ଦରବାର।