ଚକ୍ଷୁଖୋଲିବା Chakshu kholibā

  • ଦେ. କ୍ରି — ଆଖି ମେଲାକରିବା — To open one's eyes
  • ଦେ. ବି — (ଲକ୍ଷଣାର୍ଥ) ଚୈତନ୍ୟ ଉଦୟ ହେବା; ପ୍ରକୃତ ଅବସ୍ଥା ହୃଦୟଙ୍ଗମ ହେବା — (figurative) Becoming alive to the reality