ଚକ୍ଷୁଃଶ୍ରବାଃ Chakshuḥṡrabāḥ
- ସଂ. ବି (ବହୁବ୍ରୀହି; ଚକ୍ଷୁ+ଶ୍ରବସ୍; ଯେ ଚକ୍ଷୁଦ୍ୱାରା ଶୁଣେ) — ସର୍ପ — Serpent
- ସଂ. ବି (ବହୁବ୍ରୀହି; ଚକ୍ଷୁ+ଶ୍ରବସ୍; ଯେ ଚକ୍ଷୁଦ୍ୱାରା ଶୁଣେ) — [ଦ୍ର—ସାପମାନଙ୍କ ମୁଣ୍ଡରେ କାନ ଦେଖା ନ ଯିବାରୁ ସାପ— ମାନେ ଆଖିଦ୍ୱାରା ଶୁଣନ୍ତି ବୋଲି ଲୋକେ ବିଶ୍ୱାସ କରୁଥିଲେ, କିନ୍ତୁ ଆଧୁନିକ ପଣ୍ଡିତମାନେ ସ୍ଥିର କରିଅଛନ୍ତି ଯେ ସର୍ପମାନଙ୍କର ସ୍ୱତନ୍ତ୍ର କର୍ଣ୍ଣଯନ୍ତ୍ର ମସ୍ତକର ଚର୍ମ ତଳେ ନିହିତ।]