ଚକ୍ଷୁଃଶୂଳ Chakshuḥṡūḻa
- ସଂ. ବି. ( 6 ଷ୍ଠୀ ତତ୍; ଚକ୍ଷୁଃ+ଶୂଳ) — (ଲକ୍ଷଣାର୍ଥ) ଯାହା ଦେଖିବା ବ୍ଯକ୍ତିର ମନରେ କଷ୍ଟ ଦିଏ — (fig) An eyesore
- ସଂ. ବି. ( 6 ଷ୍ଠୀ ତତ୍; ଚକ୍ଷୁଃ+ଶୂଳ) — ଚକ୍ଷୁଃପୀଡ଼ା — Pain in the eye
- ସଂ. ବିଣ (ଲକ୍ଷଣାର୍ଥ) ଯାହା ଦେଖିଲେ କଷ୍ଟ ଜାତ ହୁଏ; ନେତ୍ରର ଅପ୍ରୀତିକର — Very unpleasant or offensive to look at