ଚକ୍ଷୁଃପଥ Chakshuḥpatha

  • ସଂ. ବି. (ଷଷ୍ଠୀତତ୍; ଚକ୍ଷୁଃ+ପଥ) — ଦୃଷ୍ଟିର ସୀମା — Range of vision
  • ସଂ. ବି. (ଷଷ୍ଠୀତତ୍; ଚକ୍ଷୁଃ+ପଥ) — ଚକ୍ରକାଳ; ଦିଗ୍ବଳୟ — Horizon