ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟିବା Chakshu karṇṇara bibāda meṇṭibā

  • ଦେ. ବି — ଶୁଣିଥିବା ବିଷୟ ବା ବର୍ଣ୍ଣନାକୁ ସ୍ୱଚକ୍ଷୁରେ ଦେଖିବାଦ୍ୱାରା ଶୁଣା କଥା ସଙ୍ଗେ ଦେଖା କଥାର ସାମଞ୍ଜସ୍ୟ ପ୍ରତିପାଦିତ ହେବା — Reconciliation of the hearsay report with the actual facts by visual test