ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟାଇବା Chakshu karṇṇara bibāda meṇṭāibā

  • ଦେ. କ୍ରି — ଶୁଣିଥିବା ବିଷୟକୁ ଦର୍ଶନ କରିବା ଦ୍ୱାରା ଶୁଣା କଥା ଓ ଦେଖା କଥା ଏକ ଥିବା ଜାଣି ସନ୍ତୁଷ୍ଟ ହେବା — To test the truth or otherwise of a report (heard) about a thing or person by actually seeing the thing or person