ଚକ୍ରେଶ୍ୱର Chakreṡwara

  • ସଂ. ବି. ( 6 ଷ୍ଠୀ ତତ୍; ଚକ୍ର+ଈଶ୍ୱର) — ସମ୍ରାଟ — 2. Emperor
  • ସଂ. ବି. ( 6 ଷ୍ଠୀ ତତ୍; ଚକ୍ର+ଈଶ୍ୱର) — ରାଜା — King
  • ସଂ. ବି. ( 6 ଷ୍ଠୀ ତତ୍; ଚକ୍ର+ଈଶ୍ୱର) — ପ୍ରାଦେଶିକଶାସନକର୍ତ୍ତା — Provincial Governor
  • ସଂ. ବି. ( 6 ଷ୍ଠୀ ତତ୍; ଚକ୍ର+ଈଶ୍ୱର) — ଜିଲ୍ଲାର ଶାସନକର୍ତ୍ତା — District officer
  • ସଂ. ବି. ( 6 ଷ୍ଠୀ ତତ୍; ଚକ୍ର+ଈଶ୍ୱର) — ବିଷ୍ଣୁ — Bishṇu
  • ସଂ. ବି. ( 6 ଷ୍ଠୀ ତତ୍; ଚକ୍ର+ଈଶ୍ୱର) — ତାନ୍ତ୍ରିକ ସାଧନାର ଚକ୍ରର ଅଧିଷ୍ଠାତା — The presiding Deity of a mystic circle of the Tāntrikas