ଚକ୍ରିଣୀ Chakriṇī

  • ଦେ. ବି. (ଚକ୍ରିନ୍+ଈ) — ରଥ — Chariot
  • ଦେ. ବି. (ଚକ୍ରିନ୍+ଈ) — କୃଷ୍ଣଙ୍କୁ ରଥୁଁ କରି ଅବରୋହୀ କୋପଭରେ ସେ ଚକ୍ରିଣୀ ଆରୋହି। ଦୀନକୃଷ୍ଣ—ରସକଲ୍ଲୋଳ।
  • ସଂ. ବି ଓ ବିଣ. ସ୍ତ୍ରୀ — ଚକ୍ରୀର ସ୍ତ୍ରୀଲିଙ୍ଗ — Feminine of Chakrī