ଚକ୍ରାବର୍ତ୍ତ Chakrābartta

  • ସଂ. ବି.—(ଚକ୍ର+ଆବର୍ତ୍ତ) — ଚକାଭଉଁରି; ଘୂର୍ଣ୍ଣନ; ମଣ୍ତଳାକାର ଭ୍ରମଣ; ଚକ ପରି ଘାଉଁରି ଖାଇବା — Whirling motion; movement in a circle
  • ସଂ. ବି.—(ଚକ୍ର+ଆବର୍ତ୍ତ) — ପରିକ୍ରମା — Walking in a circuit; circumambulation