ଚକ୍ରାଙ୍ଗ Chakrāṅga
- ସଂ. ବି. (ବହୁବ୍ରୀହି; ଚକ୍ର+ଅଙ୍ଗ) — ରଥ; ଗାଡ଼ି — Wheeled vehicle; cart
- ସଂ. ବି. (ବହୁବ୍ରୀହି; ଚକ୍ର+ଅଙ୍ଗ) — ବଗିଚା — Pleasure garden
- ସଂ. ବି. (ବହୁବ୍ରୀହି; ଚକ୍ର+ଅଙ୍ଗ) — ବତକ; ହଂସ — Swan; garden
- ସଂ. ବି. (ବହୁବ୍ରୀହି; ଚକ୍ର+ଅଙ୍ଗ) — ଛତା — Parasol umbrella
- ସଂ. ବି. (ବହୁବ୍ରୀହି; ଚକ୍ର+ଅଙ୍ଗ) — ଚକ୍ରବାକ ପକ୍ଷୀ — Ruddy goose
- ସଂ. ବି. (ବହୁବ୍ରୀହି; ଚକ୍ର+ଅଙ୍ଗ) — ହିଡ଼ମିଚି ଶାଗ— (ହି. ଶବ୍ଦସାଗର) — A kind of pot herb
- ସଂ. ବି. (ବହୁବ୍ରୀହି; ଚକ୍ର+ଅଙ୍ଗ) — କଟୁକୀ (ହି. ଶବ୍ଦସାଗର) — A herb