ଚକ୍ରହସ୍ତ Chakrahasta

  • ସଂ. ବି. ପୁଂ. (ବହୁବ୍ରୀହି; ଚକ୍ର+ହସ୍ତ) — ବିଷ୍ଣୁ — Bishṇu
  • ସଂ. ବିଣ. ପୁଂ. — ଚକ୍ର ଧାରଣକାରୀ — Holding or armed with a discus