ଚକ୍ରସଂଜ୍ଞ Chakrasaṁjn̄a

  • ସଂ. ବି. (ବହୁବ୍ରୀହି; ଚକ୍ର+ସଂଜ୍ଞା) — ଧାତୁବିଶେଷ; ରାଙ୍ଗା; ବଙ୍ଗ — Tin (mental)
  • ସଂ. ବି. (ବହୁବ୍ରୀହି; ଚକ୍ର+ସଂଜ୍ଞା) — ଚକ୍ରବାକ ପକ୍ଷୀ — The ruddy sheldrake