ଚକ୍ରଯାନ Chakraj̄āna

  • ସଂ. ବି. (ମ. ପ. ଲୋ, କର୍ମଧା; ଚକ୍ର+ଯାନ) — ରଥ; ଗାଡ଼ି; ଶକଟ — Cart; car; vehicle; wheeled conveyance
  • ସଂ. ବି. (ମ. ପ. ଲୋ, କର୍ମଧା; ଚକ୍ର+ଯାନ) — ଶୁନ୍ ଗାଡ଼ି — Cycle